Cyclone Dana: ୧୯୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା, ଆବଶ୍ୟକ ନଥିଲେ ଯାତ୍ରା କରନ୍ତୁନି

ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା । ମୋଟ ୧୯୮ଟି ଟ୍ରେନ୍‌ ବାତିଲ ନେଇ ରେଲୱେର ସୂଚନା। ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୯୮ ଟ୍ରେନ୍‌ ବାତିଲ। ଅପ୍‌ ଟ୍ରେନ୍‌ ୯୫ ଏବଂ ଡାଉନ୍‌ ଟ୍ରେନ୍‌ ୧୦୩ଟି ବାତିଲ । ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ୍। ହାୱଡ଼ା-ଭୁବନେଶ୍ବର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ ବାତିଲ୍ । ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର ବାତିଲ୍। ସିକନ୍ଦରାବାଦ-ଭୁବନେଶ୍ବର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ବର ବାତିଲ୍ । ବ୍ରହ୍ମପୁର-ଭୁବନେଶ୍ବର, ବିଶାଖାପାଟଣା-ଭୁବନେଶ୍ବର, ବିଶାଖାପାଟଣା-ଦୀଘା ବାତିଲ୍।

Cyclone Dana
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+