Cyclone Asani Live Update In Odia: ଅବପାତ ହେଲା ବାତ୍ୟା, ଆହୁରି ଦୁର୍ବଳ ହୋଇ ହେବ ଲଘୁଚାପ
ଆସନ୍ତା 8 ମେ 2022ରେ ଓଡିଶା ଉପକୂଳ ଛୁଇଁବାକୁ ଥିବା ସମ୍ଭାବ୍ୟ ବାତ୍ୟାର ଆମେ ଦେବୁ ଆପଣଙ୍କୁ ଟିକିନିକ୍ ଅପଡେଟ୍ । ବାତ୍ୟାର ନାମ, ଦିଗ, ଗତି ଓ ଲ୍ୟାଣ୍ଡଫଲ୍ ର ଅପଡେଟ୍ ପାଇଁ ୱାନଇଣ୍ଡିଆ ଓଡିଆ ସହିତ ଯୋଡି ହୋଇ ରୁହନ୍ତୁ...
Cyclone in Odisha Live Update: ନମସ୍କାର, ବାତ୍ୟା ଲାଇଭ୍ ଅପଡେକୁ ସ୍ବାଗତ । ବାତ୍ୟା "ଅସାନି"ର ଆମେ ଦେବୁ ଆପଣଙ୍କୁ ଟିକିନିକ୍ ଅପଡେଟ୍ । ଟଳି ଯାଇଥିବା ବାତ୍ୟାର ପରବର୍ତ୍ତି ପ୍ରଭାବ ପାଇଁ "ୱାନଇଣ୍ଡିଆ ଓଡିଆ" ସହିତ ଯୋଡି ହୋଇ ରୁହନ୍ତୁ...

ବାତ୍ୟା ପରେ ବଢିବ ତାତି
ବାତ୍ୟା ଅସାନି ପ୍ରଭାବରେ ଆନ୍ଦ୍ରରେ ବର୍ଷା
Impact of #Cyclone #Asani over #AndhraPradesh.
— usd (@usd0705) May 11, 2022
Its about #50km south-southeast of #Machlipatnam pic.twitter.com/7xJqhMqUmb
ଆସନି ପ୍ରଭାବରେ ଆଜି ପୁରୀ ସମୁଦ୍ରର ଦୃଶ୍ୟ
#WATCH | Odisha: Rough sea conditions & strong winds witnessed at Puri beach today due to #CycloneAsani
"Waves reported above normal with 30kmph wind speed this morning. Along with it,Puri dist reported 9mm rainfall last night," says Hrushikesh Panda, In-charge, Puri MeT Center pic.twitter.com/xDj0mu5ZjY
— ANI (@ANI) May 11, 2022
ଉପଗ୍ରହ ରୁ ଉତ୍ତୋଳନ କରାଯାଇ ଥିବା ବର୍ତ୍ତମାନର ଚିତ୍ର pic.twitter.com/cnlCPD6d1b
— Meteorological Centre, Bhubaneswar (@mcbbsr) May 11, 2022
ପୁରୀଠୁ ୫୭୦କିମି ଦୂରରେ ବାତ୍ୟା "ଅସାନି"
#ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ #୫୭୦କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା "#ଅସାନି", ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି #୧୦କିମି ରହିଛି pic.twitter.com/GPmmFCNQBF
— Meteorological Centre, Bhubaneswar (@mcbbsr) May 10, 2022
"ଅସାନି" ର ଆଖି ଦୃଶ୍ୟମାନ:
"ଅସାନି" ର ଆଖି ଦୃଶ୍ୟମାନ:
ଆଜି ସକାଳ ୯ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାର ରେ ଭୀଷଣ ବାତ୍ୟା "ଅସାନି" ର #ଆଖି ଦୃଶ୍ୟମାନ ହୋଇଛି | #Asani #CycloneAsani pic.twitter.com/QxlgMHFAJp
— Meteorological Centre, Bhubaneswar (@mcbbsr) May 10, 2022
ବାତ୍ୟା ‘ଅସାନି’କୁ ନେଇ ଏସଆରସିଙ୍କ ପ୍ରେସମିଟ୍
ପୁରୀ ଠାରୁ ଦକ୍ଷିଣ ଦିଗରେ #୫୯୦ କିମି ଦୂରରେ କେନ୍ଦ୍ରୀଭୂତ ଭୀଷଣ ବାତ୍ୟା "#ଅସାନି", ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି #୧୬କିମି ରହିଛି
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି pic.twitter.com/FeFhFPzcEN
— Meteorological Centre, Bhubaneswar (@mcbbsr) May 9, 2022















Click it and Unblock the Notifications