ଆଜିଠୁ ସାଇବର ସେଫ୍ଟି କ୍ୟାମ୍ପେନ; ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ, ସବୁ ଜିଲ୍ଲାରେ ଗଡ଼ିବ ୧୬ଟି ସାଇବାର ରଥ

ଆଜିଠୁ ସାଇବର ସେଫ୍ଟି କ୍ୟାମ୍ପେନ। ଏକମାସ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାଇବର ସୁରକ୍ଷା ନେଇ ସଚେତନା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ। ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଚେତନତା କାର୍ଯ୍ୟକ୍ରମ। ଏଥିପାଇଁ ସବୁ ଜିଲ୍ଲାରେ ଗଡ଼ିବ ୧୬ଟି ସାଇବାର ରଥ।

ଏହି ଅବସରରେ ଗତକାଲି ମାସ୍କଟ ସାଇରାକୁ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ଏହି କାର୍ଯ୍ୟକ୍ରମର ଟାଗ ଲାଇନ୍ "STOP, VERIFY AND SECURE"। ଗତକାଲି କାର୍ଯ୍ୟକ୍ରମର ଥିମ୍ ସଙ୍ଗକୁ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି। ମାସେ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯିବ। ସାଇବର ସେଫଟିକୁ ନେଇ ଯୁବପିଢ଼ି ରିଲ ପ୍ରସ୍ତୁତ କରି ଏହାକୁ ସାଇବର ୱିଂସକୁ ଟ୍ୟାଗ ମଧ୍ୟ କରିପାରିବେ।

Cyber safety campaign TO begin today CM MOHAN MAJHI
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+