ସାଇବର କ୍ରାଇମ୍: ୩ ବର୍ଷରେ ୧୨୫ କୋଟି ଲୁଟ୍
Odisha Cyber Crime News: ୩ ବର୍ଷରେ ୧୨୫ କୋଟି ଲୁଟି ନେଲେଣି ସାଇବର ଲୁଟେରା, ଯେଉଁଥି ପାଇଁ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଛି । ୧୩୮୮ ଜଣ ଲୁଟେରା ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇଛନ୍ତି । ସେହିପରି ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଲୋକଙ୍କୁ ଫେରସ୍ତ ହୋଇଛି । ଗତବର୍ଷ ୨୩୪୮ଟି ମାମଲାରେ ୫୨୨ ଜଣ ଗିରଫ ହୋଇଛନ୍ତି। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।













Click it and Unblock the Notifications