ସଡକ ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ

ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ । ଗତକାଲି ବିଳମ୍ବିତ ରାତିରେ କଟକ କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା ।

Road Accident

କଟକ: ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ । ଗତକାଲି ବିଳମ୍ବିତ ରାତିରେ କଟକ କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ରାସ୍ତା କଡ଼ରେ ଠିଆ ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ଏକ ବାଇକ୍‌ ଧକ୍କା ଦେଇଥିଲା । ଫଳରେ ବାଇକର ପେଟ୍ରେଲ ଟାଙ୍କିଟି ଫାଟି ଯାଇଯିବାରୁ ନିଆଁ ଲାଗି ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇ ଥିଲେ । ମୃତ ଦୁଇ ଯୁବକ ହେଉଛନ୍ତି ରାଜେଶ ଦାସ ଓ ଅନ୍ୟ ଜଣଙ୍କ ନାମ ଈଶାନ କୁମାର ସାହୁ । ଉଭୟଙ୍କ ଘର ଜଗତସିଂପୁର ରାହାମା ଅଞ୍ଚଳର ହୋଇଥିବାଲା ସୂଚନା ମିଳିଛି ।

ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଓ କଂକ୍ରିଟ ମିକ୍ସର ମେସିନକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+