କଟକ ଡିୟର ପାର୍କରୁ ଏହି ସ୍ଥାନକୁ ସ୍ଥାନାନ୍ତର ହେଲେ ୨୭୬ଟି ହରିଣ

Cuttack Deer Park: କଟକ ଡିୟର ପାର୍କରୁ ସ୍ଥାନାନ୍ତର ହେଲେ ୨୭୬ ହରିଣ । ଯାହା ମଧ୍ୟରୁ ୨ଟି ହରିଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । କଟକ ଡିୟର ପାର୍କରୁ ଏହି ସମସ୍ତ ହରିଣଙ୍କୁ ଚନ୍ଦକା ଭରତପୁର ଓ ଅମ୍ବିଲୋକୁ ସ୍ଥାନାନ୍ତର କରାଯାଇଛି ।

ହରିଣଙ୍କ ମୃତ୍ୟୁକୁ ନେଇ ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା କହିଛନ୍ତି, ଯେହେତୁ ହରିଣଗୁଡ଼ିକ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଉଛି , ସେମାନେ ବର୍ତ୍ତମାନ ଚକିତ ଅଛନ୍ତି । ବର୍ତ୍ତମାନ ସେମାନଙ୍କୁ ଖାଦ୍ୟରେ ଆଣ୍ଟିଷ୍ଟ୍ରେସ ମେଡିସିନ୍ ଦିଆଯାଉଛି ଏବଂ ସେମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମଧ୍ୟ ଖାଉଛନ୍ତି ।

Cuttack deer park

ହଠାତ୍ ସ୍ଥାନ ପରିବର୍ତ୍ତନ କରିବାରୁ ସେମାନେ ଭୟଭିତ ହୋଇ ପଡିଛନ୍ତି । ସେଥିପାଇଁ ୨ଟି ହରିଣଙ୍କ ମୃତ୍ୟୁ ହୋଇଛି । ସେହିପରି ସମସ୍ତ ନନ୍ଦନକାନନ ଡାକ୍ତର ଓ ଭେଟେନାରୀ ପ୍ରଫେସର ସେମାନଙ୍କ ଚିକିତ୍ସା କରୁଛନ୍ତି ବୋଲି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+