ବହୁ ଚର୍ଚ୍ଚିତ କଟକ ବେଲେଶ୍ୱର ଡବଲ ମର୍ଡର ମାମଲା: ୬ ବର୍ଷ ପରେ ଅଭିଯୁକ୍ତ ଗିରଫ

Crime News: ବହୁ ଚର୍ଚ୍ଚିତ କଟକ ବେଲେଶ୍ୱର ଡବଲ ମର୍ଡର ମାମଲାରେ ପୋଲିସକୁ ବଡ଼ ସଫଳତା । ଦୀର୍ଘ ୬ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ । ଏନେଇ ସୂଚନା ଦେଲେ ପୋଲିସ କନିଶନର ଦେବଦତ୍ତ ସିଂ । ୨୦୧୯ ମସିହାରେ ଶ୍ରୀମାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ଘରେ ପସି ହତ୍ୟା କରାଯାଇଥିଲା ।

crime news
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+