For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଦୁଇ ଜିଲ୍ଲାପାଳ କରୋନା ପଜିଟିଭି

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କରୋନା ପଜିଟିଭି ହୋଇଥିବା ଜଣାପଡିଛି । ତାଙ୍କ ବ୍ୟତିତ ଗଜପତି ଜିଲ୍ଲାପାଳ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

|

ଭୁବନେଶ୍ୱର: ରାଜ୍ୟରେ ଏବେ ବି ରହିଛି କରୋନାର ପ୍ରଭାବ । ଦୈନଦିନ ପାଖାପାଖି 300 କିମ୍ବା ତାଠୁ ଅଧିକ କରୋନା ଆକ୍ରାନ୍ତ ଏବେ ବି ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସେହି ଅନୁପାତରେ ଆସୁଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ ଖବର ଆଜି ସାମ୍ନାକୁ ଆସିଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କରୋନା ପଜିଟିଭି ହୋଇଥିବା ଜଣାପଡିଛି । ତାଙ୍କ ବ୍ୟତିତ ଗଜପତି ଜିଲ୍ଲାପାଳ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Corona Positive

ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜିଟିଭ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ସେ ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସେହପିର କଟକ ଜିଲ୍ଲାପାଳ ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cuttack and Gajapati district magistrate tested Corona Positive
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X