Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଦୁଇ ଜିଲ୍ଲାପାଳ କରୋନା ପଜିଟିଭି

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କରୋନା ପଜିଟିଭି ହୋଇଥିବା ଜଣାପଡିଛି । ତାଙ୍କ ବ୍ୟତିତ ଗଜପତି ଜିଲ୍ଲାପାଳ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଏବେ ବି ରହିଛି କରୋନାର ପ୍ରଭାବ । ଦୈନଦିନ ପାଖାପାଖି 300 କିମ୍ବା ତାଠୁ ଅଧିକ କରୋନା ଆକ୍ରାନ୍ତ ଏବେ ବି ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସେହି ଅନୁପାତରେ ଆସୁଛି । ତେବେ ଏ ସବୁ ମଧ୍ୟରେ ଆଉ ଏକ ବଡ ଖବର ଆଜି ସାମ୍ନାକୁ ଆସିଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କରୋନା ପଜିଟିଭି ହୋଇଥିବା ଜଣାପଡିଛି । ତାଙ୍କ ବ୍ୟତିତ ଗଜପତି ଜିଲ୍ଲାପାଳ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Corona Positive

ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜିଟିଭ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ସେ ଏବେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସେହପିର କଟକ ଜିଲ୍ଲାପାଳ ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+