ଝିଅ ସାମ୍ନାରେ ମାଆକୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡ଼ା ଜିଲ୍ଲାରେ ସୋମବାର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। ମହିଳା ଜଣକ ଗାଧୋଇବା ସମୟରେ କୁମ୍ଭୀର ତାଙ୍କୁ ପାଣିଭିତରକୁ ଟାଣି ନେଇଯାଇଥିଲା। ମହିଳାଙ୍କ ଝିଅ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଅସହାୟ ହୋଇ କିଛି କରିପାରି ନଥିଲେ। ମା'ଙ୍କୁ କୁମ୍ଭୀର ଟାଣି ନେଉଥିବା ଝିଅ ଠିଆ ହୋଇ ଦେଖିଥିଲେ ମଧ୍ୟ କିଛି କରିପାରି ନଥିଲେ। ସହାୟତା ପାଇଁ ଲୋକେ ଆସିବା ପୂର୍ବରୁ ସବୁ ଶେଷ ହୋଇଯାଇଥିଲା।ଆଳିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଝିଅ ଆଗରେ ମା'କୁ ଟାଣି ନେଲା କୁମ୍ଭୀର ।

କୋଳଡିହ ପଞ୍ଚାୟତ ଓଁଳାଡିହା ଗାଁର ମହିଳାଙ୍କୁ ଟାଣିନେଲା । ଖରସ୍ରୋତାକୁ ସଂଯୋଗ କରୁଥିବା ପାନିଆଯୋରରୁ ଟାଣି ନେଇଥିବା ନେଇ ଜଣାପଡ଼ିଛି












Click it and Unblock the Notifications