ଆଜିଠୁ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା

ଆଜିଠୁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ଜାତୀୟ ଅଭୟାରଣ୍ୟକୁ ୧୦ ତାରିଖ ଯାଏ ବନ୍ଦ ରଖାଯିବ । ନଦୀ ନାଳରେ କେତେ ଅଛନ୍ତି ବଉଳା କୁମ୍ଭୀର । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । କୁମ୍ଭୀର ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୨୪ ଟି ଟିମ୍ । ପ୍ରତି ଟିମ୍ ରେ ଅଛନ୍ତି ୪ରୁ୫ ଜଣ ସଦସ୍ୟ । ୧୯୭୬ ମସିହାରୁ ଭିତରକନିକା ରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ ରେ କୁମ୍ଭୀର ଗଣନା କରାଯିବ ।

Bhitarkanika
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+