ସାତକୋଶିଆରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ

Odisha News: ସାତକୋଶିଆରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ ହେଉଛି । ଯେଉଁଥି ପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ କରାଯାଇଛି । ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ରହିଛି । ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତ ଅଧିକାରୀଙ୍କ ପକ୍ଷରୁ ସୂଚନା ରହିଛି ।

Satkosia

ସୂଚନା ଅନୁସାରେ, ଆସନ୍ତା ୬ ରୁ ୮ ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ ଯେଉଁଥି ପାଇଁ ମହାନଦୀ ଏବଂ ଅନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ । ଏହି ଗଣନା କାର୍ଯ୍ୟକ୍ରମରେ ୧୪ଟି ଦଳ ନିୟୋଜିତ ହେବେ ସେହିପରି ମତ୍ସ୍ୟଜୀବୀଙ୍କୁ ମଧ୍ୟ ମାଛ ଧରିବା ବାରଣ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ତରେ ପ୍ରାୟ ୨୩ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ରହିଛି । ଗଣନା ସମୟରେ ଦେଶୀ ଡଙ୍ଗାର ବ୍ୟବହାର କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+