Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ୨୨ କ୍ୟାରେଟ୍ ସୁନା ମୂଲ୍ୟ

Gold Price In Bhubaneswar: ଦେଶରେ ବଜେଟ୍ ପର ମଧ୍ୟ ଲଗାତାର ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ଧରି ସୁନା- ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ବିବାହ ଋତୁ ପାଇଁ ଏବେ ସୁନା ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ । ଆଗକୁ ମଧ୍ୟ ସୁନା ରୂପା ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଆଜି ଗୁରୁବାର ଫବ୍ରୁଆରୀ 6 ତାରିଖରେ ସୁନାର ଦର ବଢିଥିବା ବେଳେ ରୂପା ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି 24 କ୍ୟାରେଟ୍ ସୁନା ମୂଲ୍ୟ 86,400 ଟଙ୍କା ଏବଂ 22 କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି 10 ଗ୍ରାମକୁ 79,210 ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ 99,600 ଟଙ୍କା ପ୍ରତି କିଲୋଗ୍ରାମ ରହିଛି ।

Gold Price

ଆଜି ଦିଲ୍ଲୀରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 86,400 ଟଙ୍କା। 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ ପ୍ରାୟ 79,210 ଟଙ୍କା ରହିଛି । ମୁମ୍ବାଇରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 86,250 ଟଙ୍କା 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 79,060 ଟଙ୍କା। ରହିଛି । କୋଲକାତାରେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 79,060 ଟଙ୍କା 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 86,250 ଟଙ୍କା ରହିଛି । ଚେନ୍ନାଇରେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 79,060 ଟଙ୍କା 24 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମକୁ 86,250 ଟଙ୍କା ରେକର୍ଡ କରାଯାଇଛି ।

ଆଜି ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 86,510 ଟଙ୍କା ରହିଛି ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମକୁ 79,300 ରହିଛି । ଗତକାଲି ତୁଳନାରେ ଆଜି 250 ଟଙ୍କା ମହଙ୍ଗା ହୋଇଛି । ଗୁରୁଗ୍ରାମରେ ଆଜି 22 କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ 79,210 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମକୁ 86,400 ଟଙ୍କା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+