Crime News: ସାଙ୍ଗକୁ ଠେଙ୍ଗାରେ ପିଟି ପଟି ହତ୍ୟା
Crime News: ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ସାଙ୍ଗର ହତ୍ୟା କଲା ସାଙ୍ଗ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଳ ଗାଁରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୃତକ ଜଣକ ହେଲେ ବନ୍ଦେଇପଦ ଗାଁର ସୁଶୀଲ ସାହୁ । ଏହି ହତ୍ୟାକାଣ୍ତର ଅଭିଯୁକ୍ତ ଫେରାର୍ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ସୁଶୀଲ ସାହୁ ଗତକାଲି ପୁଟୁଳାମହୁଲ ଗାଁ'କୁ ଯାଇଥିଲେ ଯେଉଁଠି ସେ ତାଙ୍କ ବନ୍ଧୁ ପିଣ୍ଟୁ ସାହୁଙ୍କ ସହ ବସି ମଦ୍ୟପାନ କରିଥିଲେ ହେଲେ ଉକ୍ତ ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣ ନେଇ ବଚସା ଆରମ୍ଭ ହୋଇଥିଲା । ଯାହା ପରେ ପୁଣ୍ଟି ରାଗି ଯାଇ ଏକ ଠେଙ୍ଗାରେ ନିଜ ବନ୍ଧୁ ସୁଶୀଲ ସାହୁଙ୍କୁ ପିଟି ପଟି ହତ୍ୟା କରିଥିଲା ।
More From
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications