ରାମ ନବମୀ ପାଇଁ କ୍ରାଇମ୍ବ୍ରାଞ୍ଚ DGଙ୍କ ସମୀକ୍ଷା; ସୁପରିଚାଳନା କରିବା ନେଇ ଆଲୋଚନା
ରାମ ନବମୀ ପାଇଁ କ୍ରାଇମ୍ବ୍ରାଞ୍ଚ DGଙ୍କ ସମୀକ୍ଷା। ଆଇନ ଶୃଙ୍ଖଳା ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା । ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ରାମ ନବମୀ ପାଇଁ ସମୀକ୍ଷା। ରାମ ନବମୀକୁ ସୁପରିଚାଳନା କରିବା ନେଇ ଆଲୋଚନା । ଆଗାମୀ ଏପ୍ରିଲ ୬ ତାରିଖରେ ରାମ ନବମୀ ପାଳନ ହେବ ।













Click it and Unblock the Notifications