SCBରେ ଭାଙ୍ଗିଲା କ୍ରେନ୍, ୩ ଗୁରୁତର
କଟକ : କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଛି ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା । କ୍ରେନ୍ ଭାଙ୍ଗି ପଡ଼ି ଯିବାରୁ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ଏସ୍ସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି। ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବାବେଳେ ଛିଡିଯାଇଥିଲା କ୍ରେନ । କ୍ରେନ ଛିଡିବା ସ୍ଥାନରେ କାମ କରୁଥିଲେ ଶ୍ରମିକ । ୫୦ରୁ ଅଧିକ ଶ୍ରମିକ କାମ କରୁଥିଲେ ।












Click it and Unblock the Notifications