ଅରୁଣ ସ୍ତମ୍ଭରେ ଫାଟ, ଏଏସଆଇ ପକ୍ଷରୁ ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ

Puri Jagannath Temple: ଅରୁଣ ସ୍ତମ୍ଭରେ ଫାଟ, ଏଏସଆଇ ପକ୍ଷରୁ ମରାମତି ପାଇଁ ପ୍ରସ୍ତୁତି ଆରମ୍ଭCrack On Aruna Stambha of Puri's Jagannath Temple

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ । ଅରୁଣ ସ୍ତମ୍ଭରେ କିଭଳି ଫାଟ ସୃଷ୍ଟି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମାଣ କରାଯାଇଛି । ଅରୁଣ ସ୍ତମ୍ଭର ଉଚ୍ଚତା ପ୍ରାୟ ୧୭ ଫୁଟ୍ ହୋଇଥିବା ବେଳେ ଏଥିରେ ତିନୋଟି ସ୍ଥାନରେ ଗାତ ସୃଷ୍ଟି ହୋଇଥିବାର ସୂଚନା ରହିଛି ।

ODISHA

ତେବେ ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ କିରବା ପାଇଁ ଆସୁଥିବା ଭକ୍ତ ପ୍ରଥମେ ଅରୁଣ ସ୍ତମ୍ଭର ଦର୍ଶନ କରିଥାଏ । ପରେ ସିଂହଦ୍ଵାର ଦେଇ ଭିତରକୁ ପ୍ରବେଶ କରି ମ‌ହାପ୍ରଭୁଙ୍କ ଦର୍ଶକ କରିଥାନ୍ତି । ଏପରିସ୍ଥିତିରେ ଅରୁଣ ସ୍ତମ୍ଭର ସୃଷ୍ଟି ହୋଇଥିବା ଫାଟ ପାଇଁ ଏବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି । ସେପଟେ ସୂଚନା ରହିଛି ଯେ ଖୁବ ଶିଘ୍ର ଫାଟ ଓ ଗାତ ଥିବା ସ୍ଥାନକୁ ଏଏସଆଇ ପକ୍ଷରୁ ମରାମତି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+