ରାଜ୍ୟରୁ ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା କୋଭିଡ୍ କଟକଣା
ରାଜ୍ୟରୁ ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା କୋଭିଡ୍ କଟକଣା । ପୂର୍ବରୁ ମହାମାରୀକୁ ଆଖିରେ ଏହି କଟକଣା ଲାଗୁ କରାଯାଇଥିଲା ।
ଭୁବନେଶ୍ବର: ରାଜ୍ୟରୁ ସମ୍ପୂର୍ଣ୍ଣ ଉଚ୍ଛେଦ ହେଲା କୋଭିଡ୍ କଟକଣା । ପୂର୍ବରୁ ମହାମାରୀକୁ ଆଖିରେ ଏହି କଟକଣା ଲାଗୁ କରାଯାଇଥିଲା । 2020 ମସିହାରୁ ଲାଗୁ ହୋଇଥିବା କଟକଣା ଆଜିଠାରୁ ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି । ସାଧାରଣ ସମାବେଶ , ମାସ୍କ ପିନ୍ଧିବା , ବାହାରେ ଛେପ ପକାଇବା ଆଦି ଉପରେ ଆଉ କୌଣସି ବାଧା ଦିଆଯିବ ନାହିଁ ।

ଇଚ୍ଛା ଅନୁସାରେ ସ୍ବେଚ୍ଛାକୃତ ଭାବେ କୋଭିଡ ଆଇନ ଅନୁସରଣ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications