Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା,୨୪ ଘଣ୍ଟାରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା,୨୪ ଘଣ୍ଟାରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ।ଦିନକୁ ଦିନ ବଢିବାରେ ଲାଗିଛି ପଜିଟିଭ୍ ସଂଖ୍ୟା । ୨୪ ଘଣ୍ଟାରେ ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷ ବୟସର ୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୪୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଲୋକାଲ କେସ୍ ୩୦୭ ରହିଛି ।

CORONA

ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,କଟକରୁ ୧୧୫,ସୁନ୍ଦରଗଡ଼ରୁ ୬୫, ପୁରୀରୁ ୩୬, ମୟୂରଭଞ୍ଜରୁ ୧୬, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨ ଜଣ,ଜଗତସିଂହପୁର ୧୧, ନୟାଗଡ଼ ୧୧ , ନୂଆପଡ଼ାରୁ ୧୧ , କୋରାପୁଟରୁ ୧୦,ଭଦ୍ରକ ୮, ବୌଦ୍ଧ, ଦେବଗଡ଼ରୁ ୮ ଜଣ, ସୋନପୁର ଓ ନବରଙ୍ଗପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୬, କେନ୍ଦୁଝରରୁ ୫, କେନ୍ଦ୍ରାପଡ଼ାରୁ ୪ ଜଣ, ରାୟଗଡ଼ାରୁ ୩, କଳାହାଣ୍ଡିରୁ ୨ ,ଅନୁଗୁଳ ୧, ବରଗଡ଼ ୧, ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟାରେ ୪୦୪ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ଏବେ ୩୮୭୮ ରହିଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+