For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ

ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜିଠୁ ଦିଆଯାଉଛି 2ୟ ଡୋଜ ।

|

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜିଠୁ ଦିଆଯାଉଛି 2ୟ ଡୋଜ । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ।

Covid-19 Vaccination

୬ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟୀକାକରଣ ଆରମ୍ଭ ହୋଇଛି । ୬୧୨ଜଣଙ୍କୁ ଦିଆଯିବ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକା । ଭୁବନେଶ୍ୱର ମହନଗରରେ ଦିଆଯାଉଛି କୋଭକ୍ସିନ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ୱର ଆଦି କେନ୍ଦ୍ରରେ ଦିଆଯାଉଛି ଟୀକା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Covid-19 Vaccination: Second Dose of Covid-19 Vaccine Starts form Today In Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X