ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ
ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜିଠୁ ଦିଆଯାଉଛି 2ୟ ଡୋଜ ।
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଦ୍ୱିତୀୟ ଡୋଜ କୋଭିଡ ଟିକାକରଣ । ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜିଠୁ ଦିଆଯାଉଛି 2ୟ ଡୋଜ । ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ।

୬ଟି କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟୀକାକରଣ ଆରମ୍ଭ ହୋଇଛି । ୬୧୨ଜଣଙ୍କୁ ଦିଆଯିବ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟୀକା । ଭୁବନେଶ୍ୱର ମହନଗରରେ ଦିଆଯାଉଛି କୋଭକ୍ସିନ। କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୪ ହସ୍ପିଟାଲ, କିମ୍ସ, ସମ, ବିଏମସି ହସ୍ପିଟାଲ ପୁରୁଣା ଭୁବନେଶ୍ୱର ଆଦି କେନ୍ଦ୍ରରେ ଦିଆଯାଉଛି ଟୀକା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications