ବୁଷ୍ଟର ଡୋଜ୍ ପ୍ରତି କମୁଛି ଆଗ୍ରହ , ଚିନ୍ତା ପ୍ରକାଶ କଲା କଲା ସ୍ୱାସ୍ଥ୍ୟ ବିଭାଗ

COVID-19 Booster Doses :ବୁଷ୍ଟର ଡୋଜ୍ ପ୍ରତି କମୁଛି ଆଗ୍ରହ , ରାଜ୍ୟରେ ୮୭ ପ୍ରତିଶତ ଲୋକ ନେଇ ନାହଁନ୍ତି ଟିକା

ଭୁବନେଶ୍ୱର: ବୁଷ୍ଟର ଡୋଜ ପ୍ରତି କମୁଛି ଲୋକଙ୍କ ଆଗ୍ରହ । ଚିନ୍ତା ପ୍ରକାଶ କଲା କଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଅର୍ଥାତ୍ ୨ କୋଟି ୮୫ ଲକ୍ଷ ଲୋକେ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଏବେ ପର୍ଯ୍ୟନ୍ତ ମାତ୍ର ୧୮ ପ୍ରତିଶତ ଅର୍ଥାତ୍ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ସେହିପରି ରାଜ୍ୟରେ ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସୂଚନା ରହିଛି ।

COVID-19 Booster Doses

କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତରୁ କମ୍‌ ଟିକାକରଣ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟିକା କରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ବୁଷ୍ଟର ଡୋଜ ନେବା ପାଇଁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନ୍ୟପଟେ ରାଜ୍ୟରେ କୋଭିସିଲଡ୍ ଟିକା କମ୍ ଥିବା ନେଇ କେନ୍ଦ୍ରକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+