ରେଳ ଟ୍ରାକରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

Couple Found Dead On Railway Track: ରେଳ ଟ୍ରାକରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ଆଜି ସକାଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟ ଦେଇ ଯାଇଥିହା ରେଳ ଟ୍ରାକରୁ ଉଭୟ ପତୀପତ୍ନୀଙ୍କ ମୃତ ଦେହ ମିଳିଛି । ରେଳ ଲାଇଲରେ ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମୃତକଦ୍ୱୟଙ୍କ ପରିଚିୟ ମିଳିଛି। ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ସେମାନେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁରେ ବୋଲି ସୂଚନା ରହିଛି । ବୁର୍ଜା ଗାଁର ବୁରୁସ୍ ଖୁରା ୫୮ଏବଂ ସ୍ତ୍ରୀ ଯମୁନା ଖୁରା ୫୪ ବୋଲି ସୂଚନା ରହିଛି । ଉୟଙ୍କର ୨ ଟି ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଉଭୟ ସ୍ୱାମୀ ସ୍ତ୍ରୀ ଏପରି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

Koraput Dead News

ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାରିବାରିକ କଳହରୁ ଉଭୟ ଏପରି ଚରମ ପଦକ୍ଷେପ ନେଇଥାଇ ପାରନ୍ତି । ବର୍ତ୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ସେହିପରି ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ମୃତ୍ୟୁକୁ ନେଇ ଓକିଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, କୁହାଯାଉଛି ଯେ ସେ ଶୋଇବାକୁ ଦିଆଯାଇଥିବା କାର୍ପେଟକୁ ବେକରେ ଲାଗାଇ ସେ ଆତ୍ମହତ୍ୟା କରିଛନ୍ତି। ହେଲେ ସେ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ହତ୍ୟା କରାଯାଇଛି ।

ଭିକି ମିଡୁଖେଡାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରାଯାଇଛି କି ବୋଲି ଆଡଭୋକେଟ୍ ରଜନୀଙ୍କୁ ପଚରାଯାଇଥିଲା। ଏହା ଉପରେ ସେ କହିଥିଲେ ଯେ ଭିକି ମିଡୁଖେଡା କଲେଜରେ ଲରେନ୍ସଙ୍କ ସିନିୟର ଥିଲେ, ଭିକି ମିଡୁଖେଡା ଲରେନ୍ସଙ୍କୁ SOPU ର ପରବର୍ତ୍ତୀ ପ୍ରେସିଡେଣ୍ଟ ଭାବରେ 2011 ରେ ଘୋଷଣା କରିଥିଲେ।

ଲରେନ୍ସ ବିଷ୍ଣୁଙ୍କ ଆଚରଣ ବିଷୟରେ ଓକିଲ କହିଛନ୍ତି ଯେ ଯଦି ଆପଣ ତାଙ୍କ ସହିତ ଉଚ୍ଚ ସ୍ୱରରେ କଥା ହୁଅନ୍ତି, ଭବିଷ୍ୟତରେ ସେ ଆପଣଙ୍କ ଉପରେ ପାଟି କରିବେ ନାହିଁ, ସେ ଆପଣଙ୍କ କଥା ଶୁଣିବେ। ଯେତେବେଳେ ଲରେନ୍ସ ବିଷ୍ଣୋଇ ମୋତେ ସବୁ କଥା କହିଥିଲେ, ମୁଁ ମଧ୍ୟ ପ୍ରଭାବିତ ହୋଇଥିଲି ।

ଆଡଭୋକେଟ୍ ରଜନୀ କହିଛନ୍ତି ଯେ ଅନେକ ଝିଅମାନେ ମଧ୍ୟ ଲରେନ୍ସ ବିଷ୍ଣୋଇଙ୍କ ପ୍ରଶଂସକ । ଦୁଇଟି ଝିଅ ଲରେନ୍ସ ବିଷ୍ଣୋଇଙ୍କୁ ଭେଟିବା ପାଇଁ କୋର୍ଟରେ ମଧ୍ୟ ପହଞ୍ଚିଥିଲେ। ସେ ମୋତେ ଲରେନ୍ସ ବିଷ୍ଣୋଙ୍କ ସହ ପରିଚିତ କରାଇବାକୁ ମଧ୍ୟ ଅନୁରୋଧ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+