ରାଜ୍ୟରେ ବଢୁଛି ସଂକ୍ରମଣ ,ଦିନକରେ ୫୧୨ କରୋନା ଆକ୍ରାନ୍ତା ଚିହ୍ନଟ

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦିନକରେ ୫୧୨ କରୋନା ଆକ୍ରାନ୍ତା ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦିନକରେ ୫୧୨ କରୋନା ଆକ୍ରାନ୍ତା ଚିହ୍ନଟ ।ଅନ୍ୟପଟେ ୧୮ବର୍ଷରୁ କମ୍ ବୟସର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଦୈନିକ ସଂକ୍ରମଣ ୫୦୦ରୁ ଅଧିକ । ସଙ୍ଗରୋଧରୁ ୩୦୦ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୨ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧରୁ ସର୍ବାଧିକ ୧୩୭ ପଜେଟିଭ୍ ହୋଇଥିବା ବେଳେ କଟକରୁ ୮୯ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭୯୫ରେ ପହଞ୍ଚିଛି ।

corona

ଅନ୍ୟପଟେ ବାଲେଶ୍ୱର ୩, ଗଞ୍ଜାମ ୨, ଭଦ୍ରକ ୧,ବରଗଡ, ୧, ଦେବଗଡ ୨,ଯାଜପୁର ୧୦, ଜଗତସିଂହପୁର ୮, ଝାରସୁଗୁଡା ୭, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୩,
ମାଲକାନଗିରି ୩, ମୟୂରଭଞ୍ଜ ୮, ,ଅନୁଗୁଳ ୧, ପୁରୀ ୨୯, ରାୟଗଡା ୨, ସମ୍ବଲପୁର ୬, ସୋନପୁର ୧୫,ନୟାଗଡ ୧ ସୁନ୍ଦରଗଡ ୨୯ ଏବଂ ଷ୍ଟେଟ ପୋଲରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୨୯୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୨୭୯୫ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୧୨୮୦୯୫୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୨୧୩୦୫୭ ସାମ୍ପୁଲ ଟେଷ୍ଟ୍ ସରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+