Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା

ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଡିଏମଇଟି ପ୍ରଫେସର୍ ସିବିକେ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା ରହିଛି।

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଡିଏମଇଟି ପ୍ରଫେସର୍ ସିବିକେ ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା ରହିଛି। ଗତ ୫ ଦିନ ହେଲା ରାଜ୍ୟରେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହିଛି। ଆଉ ଏହି ଗୋଟିଏ ସ୍ତରରେ ରହିବାକୁ ହିଁ ପ୍ଲାଟୋ ବୋଲି କୁହାଯାଏ।

coronavirus

ତେବେ ଆଗାମୀ ଦିନରେ ଏହି ଭାଇରସ୍ ବ୍ୟାପିବାର ମାତ୍ରା କମିବା ନେଇ ଆଶା କରୁଛୁ। ହେଲେ ସଂକ୍ରମଣର ମାତ୍ରା ଭବିଷ୍ୟତରେ କିପରି ରୂପ ନେବ ନିର୍ଦ୍ଦିଷ୍ଟ ଭାବେ କହି ହେଉନାହିଁ।

ସୂଚନା ଅନୁସାରେ, ମଙ୍ଗଳବାର ପୁଣି ରାଜ୍ୟରେ ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କରୋନାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+