ଆସିଲା ସୁସ୍ଥ ରିପୋର୍ଟ, ଆଉ ୩୩୮ କରୋନା ଆକ୍ରାନ୍ତ ସୁସ୍ଥ
ରବିବାର ରାଜ୍ୟରୁ ଆଉ ୩୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବର : ରବିବାର ରାଜ୍ୟରୁ ଆଉ ୩୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୪୭କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯, ସୁନ୍ଦରଗଡ଼ରୁ ୩୬, ଭଦ୍ରକ ଓ କଟକରୁ ୨୧ ଜଣ ଲେଖାଁଏ, ବାଲେଶ୍ବରରୁ ୨୦, ଅନୁଗୋଳ ଓ ମୟୂରଭଞ୍ଜରୁ ୧୮ ଜଣ ଲେଖାଁଏ, ବରଗଡ଼ରୁ ୧୭, କଳାହାଣ୍ଡି ଓ ପୁରୀରୁ ୧୫ ଜଣ ଲେଖାଁଏ ଏବଂ ଝାରସୁଗୁଡାରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 338 Covid patients have recovered and are being discharged on 20.12.2020
49 from Khordha
— H & FW Dept Odisha (@HFWOdisha) December 20, 2020
36 from Sundargarh
21 from Bhadrak
21 from Cuttack
20 from Baleswar
18 from Anugul
18 from Mayurbhanj
17 from Bargarh
15 from Kalahandi
15 from Puri
14 from Jharsuguda
ସେହିପରି ନୂଆପଡାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁର ଓ କେନ୍ଦୁଝରରୁ ୯ ଜଣ ଲେଖାଁଏ, ଜଗତସିଂହପୁରରୁ ୮, ବଲାଙ୍ଗୀର ଓ ଗଞ୍ଜାମରୁ ୬ ଜଣ ଲେଖାଁଏ, କେନ୍ଦ୍ରାପଡାରୁ ୫, ଦେବଗଡ, ଢେଙ୍କାନାଳ ଓ ରାୟଗଡ଼ାରୁ ୩ ଜଣ ଲେଖାଁଏ, କୋରାପୁଟ, ନବରଙ୍ଗପୁର ଓ ନୟାଗଡ଼ରୁ ୨ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ଜଣେ ଏବଂ ଷ୍ଟେଟ ପୁଲରୁ ୧୩ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୪୭କୁ ବୃଦ୍ଧି ପାଇଛି।












Click it and Unblock the Notifications