Corona Update: ଆଜି ରାଜ୍ୟରେ ୩୭୨ ନୂଆ ପଜିଟିଭ, 3 ଜିଲ୍ଲାରୁ କେହି ନାହାନ୍ତି
ଗତ 2 ଘଣ୍ଟାରେ ୩୭୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୪, ସ୍ଥାନୀୟ ଅଞ୍ଚଳରୁ ୧୫୮ ଜଣ ରହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ପ୍ରଦାନ କରୁଛି । କାରଣ ଗତ 2 ଘଣ୍ଟାରେ ୩୭୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୪, ସ୍ଥାନୀୟ ଅଞ୍ଚଳରୁ ୧୫୮ ଜଣ ରହିଛନ୍ତି ।

ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ୨୭ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି । ବାକି 3ଟି ଜିଲ୍ଲାରେ ଆଜି ଗୋଟିଏ ବି ନୂଆ ଆକ୍ରାନ୍ତ ନାହାନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୫୦ ଓ ସୁନ୍ଦରଗଡ଼ରୁ ୪୭ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୫, ବରଗଡ ୧୦, ବଲାଙ୍ଗୀର ୧୨, ବୌଦ୍ଧ ୩, କଟକ ୨୬, ଦେଓଗଡ଼ ୭, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୭, ଯାଜପୁର ୧୦, ଝାରସୁଗୁଡ଼ା ୫, କଳାହାଣ୍ଡି ୮, କେନ୍ଦ୍ରାପଡା ୧୧, କେନ୍ଦୁଝର ୧୨, ଖୋର୍ଦ୍ଧା ୩୮, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୨୪, ନବରଙ୍ଗପୁର ୪, ନୟାଗଡ ୩, ନୂଆପଡ଼ା ୧୨, ପୁରୀ ୨୮, ରାୟଗଡ଼ା ୪, ସମ୍ବଲପୁର ୧୮, ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 19th December
New Positive Cases: 372
In quarantine: 214
Local contacts: 158(Details of local contacts will be shared by concerned District Administration)
District Wise Cases:
1. Angul: 50
— I & PR Department, Odisha (@IPR_Odisha) December 20, 2020
2. Balasore: 15
3. Bargarh: 10
4. Balangir: 12
5. Boudh: 3
ତେବେ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ପାଇଛି। ୩,୨୧,୩୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୩୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।












Click it and Unblock the Notifications