ରାଜ୍ୟରେ ସୁସ୍ଥ ହେଲେ ଆଉ 570 କରୋନା ଆକ୍ରାନ୍ତ
ରାଜ୍ୟରେ ଆଜି ଆରୋଗ୍ୟ ହୋଇଛନ୍ତି ମୋଟ 570 କରୋନା ଆକ୍ରାନ୍ତ।
ଭୁବନେଶ୍ବର: ରାଜ୍ୟରେ ଆଜି ଆରୋଗ୍ୟ ହୋଇଛନ୍ତି ମୋଟ 570 କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 15 ହଜାର 840ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

30ଟି ଜିଲ୍ଲାରୁ 507 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଅନୁଗୋଳରୁ 78, କଟକରୁ 54, ମୟୁରଭଞ୍ଜରୁ 51, ସୁନ୍ଦରଗଡରୁ 43 ଓ ବଲାଙ୍ଗୀରରୁ 41 ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସେହିପରି, ଖୋର୍ଦ୍ଧାରୁ 40, ପୁରୀରୁ 37, ବାଲେଶ୍ବରରୁ 34 ଓ କଳାହାଣ୍ଡିରୁ 24 ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରର 20, ଯାଜପୁରରୁ 18, ନୂଆପଡାରୁ 17, ବରଗଡ,କେନ୍ଦୁଝରରୁ 14,କେନ୍ଦ୍ରାପଡା ଓ ସମ୍ବଲପୁରରୁ 13 ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଭଦ୍ରକରୁ 12, ଢେଙ୍କାନାଳରୁ 8, ଝରସୁଗୁଡ଼ାରୁ 7, ନବରଙ୍ଗପୁରରୁ 6, ରାୟଗଡାରୁ, ସୋନପୁରରୁ 3 ଜଣ ସୁସ୍ଥ ହୋଇଛନ୍ତି ।
Another 570 Covid patients have recovered and are being discharged on 06.12.2020
78 from Anugul
— H & FW Dept Odisha (@HFWOdisha) December 6, 2020
54 from Cuttack
51 from Mayurbhanj
43 from Sundargarh
41 from Bolangir
40 from Khordha
37 from Puri
34 from Baleswar
24 from Kalahandi
20 from Jagatsinghpur
18 from Jajapur
ସେହିପରି ଦେଓଗଡ, ଗଞ୍ଜାମ, କନ୍ଧମାଳ , କୋରାପୁଟ ଓ ନୟାଗଡରୁ 2 ଜଣ ଲେଖାଏଁ ଏବଂ ବୌଦ୍ଧ ଓ ମାଲକାନଗିରିରୁ 1 ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।












Click it and Unblock the Notifications