Get Updates
Get notified of breaking news, exclusive insights, and must-see stories!

Corona Update: ଆଜି କରୋନାରୁ ସୁସ୍ଥ ହେଲେ ଆଉ 458 ଜଣ

ଆଜି (ଗୁରୁବାର) ରାଜ୍ୟରେ ସୁସ୍ଥ ହେଲେ ଆଉ 458ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବର: ଆସିଲା ସୁ୍ସ୍ଥ ରିପୋର୍ଟ । ଆଜି (ଗୁରୁବାର) ରାଜ୍ୟରେ ସୁସ୍ଥ ହେଲେ ଆଉ 458 ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଆଜିର ସୁସ୍ଥ ସଂଖ୍ୟ ପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ବର୍ତ୍ତମାନ 3 ଲକ୍ଷ 17 ହଜାର 870 ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜିର ସୁସ୍ଥଙ୍କ ମଧ୍ୟରେ ଅନୁଗୋଳରୁ ସର୍ବାଧିକ 48ଜଣ ରହିଛନ୍ତି । ସେହିପରି ବଲାଙ୍ଗୀରରୁ 44 , ଖୋର୍ଦ୍ଧାରୁ 41 ରହିଥିବା ବେଳେ ସୁନ୍ଦରଗଡରୁ 37, ମୟୂରଭଞ୍ଜରୁ 35 କଟକରୁ 24ଜଣ ରହିଛନ୍ତି । ସେହିପରି ନୂଆପଡାରୁ 24, ଜଗତ୍ସିଂହପୁରରୁ 22 , ଯାଜପୁରରୁ 19, ପୁରୀରୁ 19, ବାଲେଶ୍ୱରରୁ 14 ଜଣ ରହିଛନ୍ତି ।

Corona Update of Odisha

ସେହିପରି କେନ୍ଧୁଝର ଓ ,ସମ୍ବଲପୁରରୁ 14 ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରପୁଟରୁ 11, କଳାହାଣ୍ଡିରୁ 8, ମାଲକାନଗିରିରୁ 8, ଭଦ୍ରକରୁ 7, ଦେଓଗାରରୁ 7, ନବରଙ୍ଗପୁରରୁ 7, ନୟାଗଡ଼ରୁ 7 ଜଣ ରହିଛନ୍ତି । ଗଞ୍ଜାମରୁ 6, ଝାରସୁଗୁଡାରୁ 6, ଢେଙ୍କାନାଳରୁ 5, ବରଗଡରୁ 3, ବୌଦ୍ଧରୁ 2, ରାୟାଗଡାରୁ 2 ଓ ସୋନେପୁରରୁ 2ଜଣ ରହିଛନ୍ତି । ସେହିପରି କନ୍ଧମାଳରୁ ଜଣେ ସୁସ୍ଥ ହୋଇଥିବା ବେଳେ ଷ୍ଟେଟପୁଲରୁ 9ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+