Get Updates
Get notified of breaking news, exclusive insights, and must-see stories!

Corona Update: ଆଜି ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ

ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

Corona Update

ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳ ୨୭, ବଲାଙ୍ଗିର ଓ ମୟୂରଭଞ୍ଜରେ ୨୩ ଜଣ ଲେଖାଏଁ, କଟକ ଓ ନୂଆପଡାରୁ ୧୮ ଜଣ ଲେଖାଏଁ, ବାଲେଶ୍ୱରରୁ ୧୬, ଜଗତସିଂହପୁର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକ ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ସମ୍ବଲପୁରରୁ ୮ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି, କେନ୍ଦ୍ରାପଡାରୁ ୭ ଜଣ ଲେଖାଏଁ, ଢେଙ୍କାନାଳରୁ ୬, ଝାରସୁଗୁଡା ଓ ନୟାଗଡରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୩ ଜଣ, ଦେବଗଡ, ଗଜପତି ଓ ରାୟଗଡାରୁ ୨ ଜଣ ଲେଖାଏଁ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+