ମାଡି ଚାଲିଛି ମହାମାରୀ, ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ସଂକ୍ରମିତ

୨୪ ଘଣ୍ଟାରେ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ୯୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବେ ସଂଙ୍ଗିନ ଅବସ୍ଥାର ରହିଛି । ଦିନକୁ ଦିନ ସଂକ୍ରମଣ ପିକ୍ ରେ ପହଞ୍ଚିବାରେ ଲାଗିଛି । ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ୯୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Corona Update

ତେବେ ଗୁରୁତ୍ବପୂର୍ଣ୍ଣ କଥା ଯେ, ଲଗାତାର ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ । ଫଳରେ ରାଜୟ ପାଇଁ ଖୋର୍ଦ୍ଧା ଜିଲ୍ଲା ଏବେ ହଟସ୍ପଟ ପାଲଟି ଗଲାଣି । ସେହିପରି ସୁନ୍ଦରଗଡ଼ରୁ ୧୧୩୭ ଓ କଟକରୁ ୭୯୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୩୨୬, ବୌଦ୍ଧରୁ ୧୨୯, ଦେବଗଡ଼ରୁ ୭୫, ଢ଼େଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଞ୍ଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେନ୍ଦୁଝରରୁ ୧୯୫, କୋରାପୁଟରୁ ୯୪, ମାଲକାନାଗିରିରୁ ୮୬, ମୟୂରଭଞ୍ଜରୁ ୨୪୩, ନବରଙ୍ଗପୁରରୁ ୪୧୪, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଷ୍ଟଟ ପୁଲର ରହିଛନ୍ତି ୨୪୯ ଜଣ କରୋନା ରୋଗୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+