ଗତ ୨୪ ଘଣ୍ଟାରେ ୧୨୮୫୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଆଜି ପୁଣି ରାଜ୍ୟରୁ ୧୨୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫୬୫୭ ରହିଛି।

ଭୁବନେଶ୍ୱର: କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫୬୫୭ ରହିଛି।

Corona Update

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୭୩, ସୁନ୍ଦରଗଡ଼ରୁ ୮୪୮, ଅନୁଗୁଳରୁ ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୬୬୮, ମୟୂରଭଞ୍ଜରୁ ୫୮୬, ବାଲେଶ୍ୱରରୁ ୫୦୮, ଢେଙ୍କାନାଳରୁ ୪୮୨, ବରଗଡ଼ରୁ ୪୬୧, ପୁରୀରୁ ୪୭୨ ଚିହ୍ନଟ ହୋଇଛନ୍ତି।

ଏହାସହ ଝାରସୁଗୁଡ଼ାରୁ ୩୯୯, ସମ୍ବଲପୁରରୁ ୩୫୫, ନବରଙ୍ଗପୁରରୁ ୩୪୪, ବୌଦ୍ଧରୁ ୩୪୭, ଗଞ୍ଜାମରୁ ୩୪୦, ଯାଜପୁରରୁ ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୩୩୧, ଜଗତସିଂହପୁରରୁ ୩୦୦, କେନ୍ଦ୍ରାପଡ଼ାରୁ ୨୮୫, ବଲାଙ୍ଗିରରୁ ୨୭୪, କୋରାପୁଟରୁ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୧୯୮, କେନ୍ଦୁଝରରୁ ୧୮୦, ଭଦ୍ରକରୁ ୧୫୧, ମାଲକାନଗିରିରୁ ୧୧୪, କନ୍ଧମାଳରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଗଜପତିରୁ ୭୭, ନୂଆପଡ଼ାରୁ ୭୦, ସୁବର୍ଣ୍ଣପୁରରୁ ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+