ରାଜ୍ୟରେ ପୁଣି ଡରାଇଲାଣି କରୋନା; କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ନିୟମାବଳୀ ଲାଗୁ

ଦେଶରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏମିତି ସ୍ଥିତିରେ ଓଡ଼ିଶା ମଧ୍ୟ କୋଭିଡକୁ ନେଇ ସଜାଗ ରହିଛି ।

ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ନିୟମାବଳୀ ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାସ ।

ଡା. ଦାସ କହିଛନ୍ତି ଯେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ କୋଭିଡ୍ ପାଇଁ ଆଗୁଆ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅକ୍ସିଜେନ୍ ସିଲିଣ୍ଡର ପ୍ରସ୍ତୁତ ରଖାଯାଇଛି ।

ସ୍ବତନ୍ତ୍ର ଆଇସୋଲୋସନ୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଅଧିକରୁ ଅଧିକ କୋଭିଡ୍ ଟେଷ୍ଟି କରାଯାଉଛି । ଏହା ସହିତ କୋଭିଡ୍ ପାଇଁ ଉପଯୁକ୍ତ ସରକାରୀ ମାର୍ଗଦର୍ଶିକା ପାଳନ କରିବା ସହ ଯାହା ପୁରୁଣା ନିୟମ ଥିଲା ତାହା ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ଧନଞ୍ଜୟ ଦାସ ।

Covid regulations implemented in Capital Hospital

ଆବଶ୍ୟକ ସମୟରେ ମାସ୍କ ପିନ୍ଧିବା ସହିତ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ସେ କହିଛନ୍ତି । ଯଦିଓ ଏହି ଭାଇରସ୍ ଅଧିକ ଘାତକ ନୁହେଁ, ତଥାପି ସତର୍କ ରହିବା ଜରୁରୀ । ବର୍ତ୍ତମାନ କୋଭିତ୍‌ର ଯେଉଁ ଭାରିଆଣ୍ଟ ଆସିଛି ଏଥିରେ ସଂକ୍ରମିତ ହେଲେ ସୁସ୍ଥ ହେବାକୁ ସମୟ ଲାଗୁଥିବାରୁ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ଡା. ଦାସ କହିଛନ୍ତି । ଜନସାଧାରଣ ମଧ୍ୟ ଏଥିରେ ସହଯୋଗ କରିବାକୁ ସେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+