ଆସିଲା ସୁସ୍ଥ ରିପୋର୍ଟ, ଆଜି ରାଜ୍ୟରେ ସୁସ୍ଥ ହେଲେ ୩୬୩ଜଣ କରୋନା ଆକ୍ରାନ୍ତ
ଆଜି ରାଜ୍ୟରେ ୩୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୩୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୨୦୯୪୭କୁ ବୃଦ୍ଧି ପାଇଛି।

ଆଜି ସୁସ୍ଥ ହୋଇଥିବା ୩୬୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୬୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୪୬, ମୟୂରଭଞ୍ଜ ୨୮, ଅନୁଗୁଳ ୨୧, ବରଗଡ଼ ୨୧, ବାଲେଶ୍ବର ୨୦, କଟକ ୨୦, ପୁରୀ ୨୦, ସମ୍ବଲପୁର ୧୭, ବଲାଙ୍ଗିର ୧୪, କଳାହାଣ୍ଡି ୧୩, କେନ୍ଦ୍ରାପଡ଼ା ୧୧, ଜଗତସିଂହପୁର ୯, ଗଞ୍ଜାମ ୭, ନୂଆପଡ଼ା ୭, ଝାରସୁଗୁଡ଼ା ୬, କେନ୍ଦୁଝର ୬, ଢେଙ୍କାନାଳ ୫, କୋରାପୁଟ ୪, ଭଦ୍ରକ ୩, ମାଲକାନଗିରି ୩, ରାୟଗଡ଼ା ୨, ଯାଜପୁର ୧, ନବରଭଙ୍ଗପୁର ୧, ନୟାଗଡ଼ ୧ ଏବଂ ଷ୍ଟେଟ୍ ପୁଲ୍ରୁ ୧୧ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Another 363 Covid patients have recovered and are being discharged on 18.12.2020
66 from Sundargarh
— H & FW Dept Odisha (@HFWOdisha) December 18, 2020
46 from Khordha
28 from Mayurbhanj
21 from Anugul
21 from Bargarh
20 from Baleswar
20 from Cuttack
20 from Puri
17 from Sambalpur
14 from Bolangir
13 from Kalahandi












Click it and Unblock the Notifications