Get Updates
Get notified of breaking news, exclusive insights, and must-see stories!

କୋଭିଡ଼ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ: ନିଜ ବେକରେ ଛୁରୀ ଭୁସି ଦେଲେ କରୋନା ଆକ୍ରାନ୍ତ

କୋଭିଡ୍ ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଜଣେ କରୋନା ସଂକ୍ରମିତ ଗଳାରେ ଛୁରୀ ଭୁସୀ ଦେଇଛନ୍ତି । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କଟକ: କୋଭିଡ୍ ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଜଣେ କରୋନା ସଂକ୍ରମିତ ଗଳାରେ ଛୁରୀ ଭୁସୀ ଦେଇଛନ୍ତି । ଫଳରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ଟାଙ୍ଗି ଡ୍ରିମ୍ସ କୋଭିଡ୍ ହସ୍ପିଟାଲରେ ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି ।

Corona Positive

ସୂଚନାଯୋଗ୍ୟ ଯେ, କଟକ ଚୌଦ୍ଵାର ଦେବୀନଗର ଗ୍ରାମର ସୁକୁମାର ସୁବୁଦ୍ଧିରାୟ ଦୁଇଦିନ ହେଲା ସେ କୋଭିଡ ହସ୍ପିଟାଲକୁ ଯାଇଥିଲେ । ଫଳ କାଟି ଖାଇବା ପାଇଁ ସାଙ୍ଗରେ ଏକ ଛୁରି ନେଇଥିଲେ । ମାନସିକ ଭାରସାମ୍ୟ ହରାଇ ନିଜ କେବକୁ ଛୁରିରେ ଭୁଷିଦେଇଥିବା ଅନୁମାନ କରାଯାଉଛି । ଲକଡାଉନ ଯୋଗୁଁ ତାଙ୍କର ଏକ ମୋବାଇଲ ଦୋକାନ ବନ୍ଦ ରହିଥିଲା ଏହାପରେ ସେ କରୋନା ଆକ୍ରାନ୍ତ ହେବାରୁ ମାନସିକ ସନ୍ତୁଳନ ହରାଇ ବସିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+