ପୁଣି ରାଜ୍ୟରେ କରୋନା ଯୋଗୁଁ ଗଲା ୨୧ ଜୀବନ

ଗତ 24 ଘଣ୍ଟାରେ ରାଜ୍ୟରେ ଆଖି ବଜିଛନ୍ତି 21 ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2378 ରେ ପହଞ୍ଚିଛି।

ଭୁବନେଶ୍ୱର: ମହାମାରୀ ଗଡାଇ ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ତେବେ ଗୋଟିଏ କିମ୍ବା ଦୁଇଟି ନୂହେଁ ଗୋଟିଏ ଦିନରେ ଏକାଥରେ ଯାଉଛି କୋଡିଏରୁ ଅଧିକ ଜୀବନ । ଗତ 24 ଘଣ୍ଟାରେ ରାଜ୍ୟରେ ଆଖି ବଜିଛନ୍ତି 21 ଜଣ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2378 ରେ ପହଞ୍ଚିଛି।

corona death in odisha

ଆଜି କଳାହାଣ୍ଡିରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କୋରାପୁଟ, ମୟୂରଭଞ୍ଜ,ସମ୍ବଲପୁର ଓ ସୁନ୍ଦରଗଡ଼ରୁ 2 ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀରୁ ଜଣେ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜିର ମୃତକଙ୍କୁ ମିଶାଇଲେ, କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 72କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା 416, କୋରାପୁଟରେ 28, ମୟୂରଭଞ୍ଜରେ 93, ସମ୍ବଲପୁରରେ 87, ସୁନ୍ଦରଗଡରେ 231 ରହିଛି ମୋଟ ମୃତ୍ୟୁ ସଂଖ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+