ଆଜି ପୁଣି ରାଜ୍ୟରେ ୧୯ ଜଣଙ୍କ ଜୀବନ ନେଲା କରୋନା

ମାଡି ଚାଲିଛି ମହାମାରୀ । ମୁଣ୍ଡ ଗଡାଉଛି କରୋନା । ରାଜ୍ୟରେ ସାଂଘାତିକ ସ୍ଥିତିରେ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ୱର: ମାଡି ଚାଲିଛି ମହାମାରୀ । ମୁଣ୍ଡ ଗଡାଉଛି କରୋନା । ରାଜ୍ୟରେ ସାଂଘାତିକ ସ୍ଥିତିରେ କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ କରୋନାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।

 corona death

ଅନୁଗୁଳରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୨ ଜଣ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, ପୁରୀରୁ ୨ ଜଣ, ସୁନ୍ଦରଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସଂକ୍ରମଣ ଭଳି ମୃତ୍ୟୁ ମାମଲାରେ ଆଗରେ ରହିଛି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ । ରେଡ୍ ଜୋନରେ ଥିବା ଏହି ୨ ଜିଲ୍ଲାରେ ପ୍ରତିଦିନ ସର୍ବାଧିକ ସଂକ୍ରମିତ ମାମଲା ସହ ମୃତ୍ୟୁ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+