Get Updates
Get notified of breaking news, exclusive insights, and must-see stories!

ୱାକଫ୍ ବିଲକୁ ନେଇ ବିଜେଡିରେ ବିବାଦ: ବଦ୍ରି ନାରାୟଣ ପାତ୍ର କହିଲେ, ଦଳ ଏବେ ଧର୍ମ ସଙ୍କଟରେ

Odisha News: ରାଜ୍ୟସଭାରେ ୱାକଫ୍ ବିଲ ସମର୍ଥନରେ ବିଜେଡି ସାଂସଦଙ୍କ ଭୋଟ ପ୍ରସଙ୍ଗକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ମାମଲାକୁ ନେଇ ଶୁକ୍ରବାର ସୁପ୍ରିମୋଙ୍କୁ ଭେଟିଥିଲେ ଦଳର ବରିଷ୍ଠ ନେତା । ସେହିପରି ଆଜି ବଦ୍ରି ନାରାୟଣ ପାତ୍ର କହିଛନ୍ତି ଦଳ ଏବେ ଧର୍ମ ସଙ୍କଟରେ ରହିଛି ।

ୱକଫକୁ ନେଇ ସସ୍ମିତଙ୍କୁ ଟାର୍ଗେଟ୍ କଲେ ବଦ୍ରି ନାରାୟଣ ପାତ୍ର । କହିଲେ, ଦଳୀୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାର କ୍ଷମତା ସସ୍ମିତଙ୍କ ପାଖରେ ନାହିଁ । ଦଳର ମର୍ଯ୍ୟାଦା ଉପରେ ଆଞ୍ଚ ଆସିଛି । ସେ ଆହୁରି କହିଛନ୍ତି, ୱକଅଫକୁ ନେଇ ଦଳରେ ବିଶ୍ୱାସର ସଙ୍କଟ ସୃଷ୍ଟି ହୋଇଛି । ସନ୍ଦେହ ରହୁଛି, ପ୍ରଫୁଲ୍ଲ ସାମଲ ଏନେଇ ଆକ୍ସନ ମଧ୍ୟ ଦାବି କରିଛନ୍ତି ।

Badri Narayan Patra

ବଦ୍ରି ନାରାୟଣ ପାତ୍ର ଆହୁରି କହିଛନ୍ତି, କେଉଁଠୁ ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟ ନିଷ୍ପତ୍ତି ଦେଇଥିଲେ ହେଲେ ଶେଷ ମୁହୂର୍ତ୍ତରେ ଏହା କିପରି ପରିବର୍ତ୍ତନ ହେଲା । ବର୍ତ୍ତମାନ ଦଳ ସଙ୍କଟରେ ଅଛି ବୋଲି ମଧ୍ୟ ବଦ୍ରି ପାତ୍ର ଦାବି ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+