ବସ୍-କଣ୍ଟେନର ଧକ୍କା:୧୦ ଆହତ

Accident News: ବସ୍-କଣ୍ଟେନର ଧକ୍କା । ୧୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ବସକୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲା ୨ କଣ୍ଟେନର । ଏପରି ସିରିଜ୍ ଦୁର୍ଘଟଣା ଭଣ୍ତାରିପୋଖରୀ ଥାନା ଛତାବର ନିକଟରେ ଘଟିଛି ।

Accident News

ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ୪ ଗୁରୁତର ଆହତଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ବସଟି ଟାଟାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+