ଗ୍ରାହକଙ୍କୁ ମିଳିଛି ପୁଣି ଆଶ୍ୱସ୍ତି, ଆଜି ବି କମିଲା ସୁନା ଦର, ଜାଣନ୍ତୁ କେତେ?
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୨୪ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ହୋଇଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୯,୮୭୦ ଟଙ୍କା ରହିଛି । ଗତକାଲି ୧,୦୦,୬୯୦ ଟଙ୍କା ଥିଲା । ଏଥିରେ ୮୨୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୧,୫୫୦ ଟଙ୍କା ରହିଛି । ଗତକାଲି ୯୨,୩୦୦ ଟଙ୍କା ଥିଲା । ଏଥିରେ ୭୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୯୧୦ ଟଙ୍କା ରହିଛି । ଗତକାଲି ୭୫,୫୨୦ ଟଙ୍କା ଥିଲା । ଏଥିରେ ୬୧୦ ଟଙ୍କା ହ୍ରାସ ହୋଇଛି ।
ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧୦୭୦୬୩ ଟଙ୍କା ଅଛି, ଯାହା ଗତକାଲି ୧୦୫୮୯୮ ଟଙ୍କା ଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ମୂଲ୍ୟରେ ଏଝଞ ଯୋଡା ଯାଇନାହିଁ ଏବଂ ଅଳଙ୍କାର କିଣିବା ପାଇଁ ଆପଣଙ୍କୁ ଅଲଗା ଭାବରେ ମେକିଂ ଚାର୍ଜ ଦେବାକୁ ପଡିବ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ପ୍ରତ୍ୟେକ ସକାଳ ଏବଂ ସନ୍ଧ୍ୟାରେ ସୁନା ଏବଂ ରୁପାର ମୂଲ୍ୟ ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍ ibjarates.comର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ହୁଏ ।












Click it and Unblock the Notifications