ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, କମିଲା ସୁନା ଦର, ଜାଣନ୍ତୁ କେତେ ଅଛି

ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୧,୦୧,୫୧୦ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୬୮୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ହ୍ରାସ ହୋଇଛି ।

gold prices

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୦୫୦ ଟଙ୍କା ରହିଛି । ଗତକାଲି ଏହା ୯୩,୨୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୬,୧୪୦ ଟଙ୍କା ରହିଛି । ଗତକାଲି ଏହା ୭୬,୨୬୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ପାଇଛି । ୧୦୦ ଗ୍ରାମ୍‌ ରୁପା ଦର ୧୧,୯୯୦ ଟଙ୍କା ରହିଛି । ଗତକାଲି ଏହା ୧୨,୦୦୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+