Get Updates
Get notified of breaking news, exclusive insights, and must-see stories!

ନୂଆ ବର୍ଷରେ ଗ୍ରାହକଙ୍କୁ ମିଳିଲା ବଡ ଆଶ୍ୱସ୍ତି, କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ

ଲଗାତର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବୃହତ୍ ହ୍ରାସ । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୩୦୫୦ ଟଙ୍କା ଏବଂ ୨୮୦୦ ଟଙ୍କା ହ୍ରାସ ଘଟିଛି । ଉଭୟ ଯଥାକ୍ରମେ ୧,୩୬,୨୦୦ ଟଙ୍କା ଏବଂ ୧,୨୪,୮୫୦ ଟଙ୍କାକୁ ଖସିଆସିଛି ।

gold and silver price

ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୩,୦୦୦ ଟଙ୍କା ଶସ୍ତା ହୋଇ ୨,୫୮,୦୦୦ ଟଙ୍କାକୁ ହ୍ରାସ ପାଇଛି । ସୋମବାର ମଧ୍ୟ ଉଭୟ ଧାତୁ ଦରରେ ଆଖିଦୃଶିଆ ହ୍ରାସ ଘଟିଥିଲା । ଦୁଇଦିନରେ ରୁପା ୨୭୦୦୦ ଟଙ୍କା ଏବଂ ସୁନା ୬୦୦୦ ଟଙ୍କାରୁ ଊଦ୍ଧ୍ୱର୍ ଶସ୍ତା ହୋଇଛି । ସମ୍ପ୍ରତି ଉଭୟ ଧାତୁ ରେକର୍ଡ ସ୍ତରରେ ପହଞ୍ଚିଛି । ଭୁରାଜନୈତିକ ଅସ୍ଥିରତା ଏବଂ ଅନ୍ୟାନ୍ୟ କେତେକ କାରଣ ପାଇଁ ଏହି ଧାତୁ ଦ୍ୱୟରେ ନିବେଶ ବଢୁଛି, ଯାହାକି ଦରକୁ ଉପରମୁହାଁ କରିଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+