Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ବର ଅନ୍ଧାରୁଆଠାରେ ଉତ୍ପାଦନ ହେବ କରୋନା ଭ୍ୟାକ୍ସିନ

ଏଣିକି ଓଡିଶା ମଧ୍ୟ ଉତ୍ପାଦନ କରିବ କରୋନା ଟିକା । ଭୁବନେଶ୍ୱରରେ ଉତ୍ପାଦନ ହେବ କରୋନା ଭ୍ୟାକ୍ସିନ୍ । ଭାରତ ବାୟୋଟେକ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଭ୍ୟାକ୍ସିନ୍ ଉତ୍ପାଦନ କେନ୍ଦ୍ର ଆରମ୍ଭ କରିଛି ।

ଭୁବନେଶ୍ୱର: ଏଣିକି ଓଡିଶା ମଧ୍ୟ ଉତ୍ପାଦନ କରିବ କରୋନା ଟିକା । ଭୁବନେଶ୍ୱରରେ ଉତ୍ପାଦନ ହେବ କରୋନା ଭ୍ୟାକ୍ସିନ୍ । କରୋନାରୁ ନେଇ ମାଲେରିଆ ୧୦ ପ୍ରକାର ଟିକା ଉତ୍ପାଦନ କରାଯିବ । ଭାରତ ବାୟୋଟେକ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଭ୍ୟାକ୍ସିନ୍ ଉତ୍ପାଦନ କେନ୍ଦ୍ର ଆରମ୍ଭ କରିଛି ।

covaxin

ଆଜିଠୁ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ ରଖାଯାଇଛି । ଏଠାରେ କୋଭିଡ ଓ ମାଲେରିଆ ସହ ୧୦ଟି ରୋଗର ଟିକା ପ୍ରସ୍ତୁତ କରାଯିବ ।

suresh mohapatra

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିଛନ୍ତି । ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ଅଗ୍ରଗତି ସମୀକ୍ଷା କରିବା ସହ ୨୦୨୨ ଜୁନ୍ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତ ବାୟୋଟେକ୍ ଅନ୍ଧାରୁଆରେ କରୋନା ସହ ଡାଇରିଆ, ମାଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍, ରେବିସ୍, ଇନଫ୍ଲୁଏଞ୍ଜା ଭଳି ୧୦ ପ୍ରକାରର ଟିକା ଉତ୍ପାଦନ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+