Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ

Odisha Assembly News: ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ । ଯେଉଁଥିରେ ସାରା ରାଜ୍ୟର ହଜାର ହଜାର କଂଗ୍ରେସ କର୍ମଚାରୀ ଯୋଗ ଦେବା ନେଇ ସୂଚନା ରହିଛି । ଯାହାର ନେତୃତ୍ୱ ମହିଳା ନେବେ ଏବଂ ଏହି ରାଲି ରାମ ମନ୍ଦିର ସାମ୍ନାରୁ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଏନେଇ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।

Odisha Congress

ଆଜି କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ୧୨ଜଣଙ୍କୁ ସସପେଣ୍ତ କରାଯାଇଥିବା ବେଳେ ଆଜି ଦୁଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କୁ ସସପେଣ୍ତ କରାଯାଇଛି । ସେହିପରି ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ ପୋଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ଏପରି ଘଟଣା ପ୍ରଥମ ଥର ଦେଖିବା ପାଇଁ ମିଳିଛି । ଯାହାକୁ ସାରା ରାଜ୍ୟରେ ସରଗରମ ରାଜନୈତୀକ ମାହୋଲ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+