୫୯ ଜଣିଆ ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ରହିଛି ବେସ ଉଷ୍ମ । ଆଉ ଏସବୁ ଭିତରେ ବୁଧବାର କଂଗ୍ରେସ ତା'ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି । ଏଥିରେ ୫୯ ଜଣଙ୍କ ନାମ ରହିଛି ।

congress bhawan

ଉକ୍ତ କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି । ଏହି କମିଟିରେ ଶରତ ପଟ୍ଟନାୟ , ନରସିଂହ ମିଶ୍ର , କେପି ସିଂଦେଓ, ନିରଞ୍ଜନ ପଟ୍ଟନାୟକ, କାହ୍ନୁ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ , ଜୟଦେବ ଜେନା , ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ , ବିଜୟ ପଟ୍ଟନାୟକ ରହିଛନ୍ତି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ , ସରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ହଳଧର କାର୍ଜି, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକ, ନକୁଳ ନାୟକ, ହମିଦ ହୁସେନ, ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ ଅଛନ୍ତି।

ସେହିପରି ଏହି ତାଲିକାରେ ସାଦନ ନାଏକ, ମନୋରଂଜନ ତ୍ରିପାଠୀ, ପଦ୍ମକର ଗୁରୁ, କୃଷ୍ଣଚନ୍ଦ୍ର ସାଗରିଆ, ଜାକବ ପ୍ରଧାନ, ଲିପିକା ମାଝୀ, କୃଷ୍ଣଚନ୍ଦ୍ର ସାହୁ, ବନ୍ଦିତା ପରିଡ଼ା, ମନୋଜ ବିଶ୍ବାଳ, ବିଦୁ ଭୂଷଣ ମହାପାତ୍ର, ପଞ୍ଚାନନ ଦାଶ, ବିସ୍ମୟ ମହାପାତ୍ର, ରଂଜିତା ରାଉତ, ଅଜିତ ଦାସ, ସନ୍ତୋଷ ମଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଂଜନ ପାଟଯୋଶୀ, ଅଙ୍କିତ ସିଂହାହୀ, ମାନସ ତ୍ରିପାଠୀ, ବିଷ୍ଣୁ ଚରଣ ବାରିକ, ମହମ୍ମଦ ଆକବର ଖାନ୍‌, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟା, ଗିରିବାଳା ବେହେରା, ସସ୍ମିତା ବେହେରା, ହୃଷୀକେଶ ସାହୁ, ଗୀତାଞ୍ଚଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାଏକ ଓ ଫକୀର ଜଗତଙ୍କୁ ତାଲିକାରେ ସାମିଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+