ବିଧାନସଭାରେ ଘଣ୍ଟ ବଜେଇ ପ୍ରତିବାଦ କଲା କଂଗ୍ରେସ

ଆଜି ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ । ଗୃହରୁ ବାହାରି କଂଗ୍ରେସ ବିଧାୟକ କଲେ ପ୍ରତିବାଦ । । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଡାଇ ପ୍ରତିବାଦ କରିଛନ୍ତି । ସେହିପରି ବିରୋଧୀଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତାର ଅଭିଯୋଗ ଆଣିଛି ବିଜେଡି । ଯେଉଁଥି ପାଇଁ ଆଜି ବି ଚାଲିପାରି ନାହିଁ ଗୃହ । ଯେଉଁଥି ପାଇଁ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି କରିଛନ୍ତି ।

Congress

କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଛି । କଂଗ୍ରେସ ବିଧାୟକ ତାରା ବାହିନୀପତି ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ବିଧାନସଭା ବାହାରେ ଘଣ୍ଟ ବଜେଇ ବିଧାସଭାରେ ପ୍ରତିବାଦ କରିଛି କଂଗ୍ରେସ । ଆଦି ତାରାପ୍ରସାଦ ବାହିନୀପତିଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ଶେଷ ହୋଇଛି ଏବଂ ସେ ୭ ଦିନ ପରେ ଗୃହକୁ ଫେରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+