ୱାକଫ ବିଲ ପ୍ରସଙ୍ଗ; ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, କହିଲେ ଖୁବଶୀଘ୍ର ବିଜେଡି ଭାଙ୍ଗିଯିବ

ୱକ୍‌ଫ ବିଲ୍‌କୁ ନେଇ ବିଜେଡିର ଭୋଟିଂ ପ୍ରସଙ୍ଗରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିକ୍ରିୟା । ସସ୍ମିତଙ୍କ ଉପରେ ଚାପ ପକାଯାଇଥିବା କହିଲେ ସାଂସଦ ସପ୍ତଗିରି । ରାଜ୍ୟସଭାରେ ଆଲୋଚନା ବେଳେ ପ୍ରଥମେ ମୁନା ଖାନ୍ ବିରୋଧ କରିଥିଲେ' । ବିଲ୍‌କୁ ବିଜେଡି ବିରୋଧ କରୁଛି କହିଥିଲେ ମୁନା ଖାନ୍' ।

Saptagiri Ulaka
କିନ୍ତୁ ବିବେକାନୁମୋଦିତ ଭୋଟ୍ ପାଇଁ ସସ୍ମିତଙ୍କ ଟ୍ବିଟ୍ ଆସିଲା' । ପରେ ଜାଣିଲୁ ତାଙ୍କ ଉପରେ ଚାପ ପଡ଼ିଥିଲା' ।'ଭୁବନେଶ୍ବରରୁ ଜଣେ ଫୋନ୍ କରିଥିଲେ ଏଭଳି ଟ୍ବିଟ୍ କରିବାକୁ' । ନବୀନ ସବୁ ଜାଣିଛନ୍ତି, ନଚେତ୍ ଦ୍ବିତୀୟ କ୍ଷମତାକେନ୍ଦ୍ର ପାର୍ଟିକୁ ଚଳାଉଛନ୍ତି' । 'କିଛି ରହସ୍ୟ ଥିବ, ତେଣୁ ନବୀନ ପାଣ୍ଡିଆନଙ୍କୁ ଛାଡ଼ି ପାରୁନାହାନ୍ତି' ।ଖୁବଶୀଘ୍ର ବିଜେଡି ଭାଙ୍ଗିଯିବ କହିଲେ ସପ୍ତଗିରି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+