ରାସ୍ତା ଉପରେ ଶୋଇଲେ କଂଗ୍ରେସ ବିଧାୟକ

Odisha News: ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସସପେଣ୍ତ କରିବା ପରେ ପ୍ରତିବାଦରେ ସାରା ରାତି କଂଗ୍ରେସ ବିଧାୟକ ଧାରଣା ଦେଇ ରାସ୍ତା ଉପରେ ଶୋଇଥିବାର ଦେଖିବା ପାଇଁ ମିଳିଥିଲା । କଂଗ୍ରେସ ବିଧାୟକ ଅଭିଯୋଗ କରିଛନ୍ତି ରାତି ଅଧରେ ସୁରକ୍ଷା କର୍ମୀ ଓ ପୋଲିସ ମାଡ଼ ମାରି ରାସ୍ତାରେ ଛାଡି ଦେଇଥିଲେ । ଯାହା ପରେ କଂଗ୍ରେସ ବିଧାୟକ ଧାରଣା ଦେଇ ରାସ୍ତାରେ ଶୋଇଥିଲେ । ଏପରିକି ଭାବବିହ୍ବଳ ହୋଇ କାନ୍ଦିପକାଇଥିଲେ ବିଧାୟକ ତାରା ବାହିନୀପତି । ତେବେ ଏପରି ଘଟଣା ପ୍ରଥମ ଥର ଘଟିଛି ।

Congress MLA

ତାରା ବାହିନୀପତି ଅଭିଯୋଗ କରିଛନ୍ତି, ପୋଲିସ ତାଙ୍କୁ ମାଡ଼ ମାରିବା ସହ ସୁନା ଚେନ୍ ନେଇଯାଇଛି । ସେ ଆହୁରି କହିଛନ୍ତି, ରାଜନୀତି ଆମ ଲୋକଙ୍କ ପାଇଁ କାମ କରୁଛୁ ଅନ୍ୟାୟ ବିରୋଧରେ ଲଢୁଛୁ ହେଲେ ଏପରି ଆଚରଣ ପରେ ଆଉ ରାଜନୀତି କରିବି ନାହିଁ ବୋଲି ଗଣମାଧ୍ୟମ ସାମ୍ମନାରେ କହିଛନ୍ତି ତାହା ବାହିନୀପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+