କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ଜାଣନ୍ତୁ ତାଲିକାରେ କେଉଁ ନେତାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ପାଇଁ ବୁଧବାର ତାଲିକା ଜାରି ହୋଇଛି । ଏହି ତାଲିକାକୁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଅନୁମୋଦନ କରିଥିବା ନେଇ ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିର୍ବାଚନ ପରିଚାଳନା କମିଟିରେ ପ୍ରସାଦ ହରିଚନ୍ଦନଙ୍କୁ ସଭାପତି ଦାୟିତ୍ୱ ମିଳିଛି । ମନୋରଂଜନ ଦାସ ଆବାହକ ଥିବା ବେଳେ ବାଙ୍କନିଧି ବେହେରା ଓ ବିକାଶ ଗରାବ ଯୁଗ୍ମ ଆବାହକ ଭାବେ ସ୍ଥାନ ପାଇଛନ୍ତି ।

congress bhawan

ଏହି କମିଟିରେ ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ ଓ ନକୁଳ ନାୟକ ଅଛନ୍ତି । ସେହିପରି ନବଜ୍ୟୋତି ପଟ୍ଟନାୟକ, ମାନସ ଚେଧୁରୀ, ହମିଦ ହୁସେନ, ବନ୍ଦିତା ପରି ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବଶ୍ରୀଶ ଭୂୟା, ସୀତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ନିର୍ବାଚନ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+