ବିଧାନସଭାରେ କଂଗ୍ରେସ କନ୍ଦଳ, ମୁହାଁମୁହିଁ ହେଲେ ଦୁଇ ବିଧାୟକ

ବିଧାନସଭାରେ ସାମ୍ନାକୁ ଆସିଲା କଂଗ୍ରେସ କନ୍ଦଳ । କଂଗ୍ରେସ ବିଧାୟକ ସିଏସ୍. ରାଜନ ଏକ୍କା ଓ ଦାଶରଥୀ ଗମାଙ୍ଗଙ୍କ ମଧ୍ୟରେ କଥା କଟାକଟି। ଦାଶରଥି ଗମାଙ୍ଗଙ୍କୁ ପବିତ୍ର ସାଉଁଟା ଆସି ବୁଝାଇ ଥିବା ବେଳେ ସି. ଏସ୍ ରାଜନ ଏକ୍କାଙ୍କୁ ତାରା ବାହିନୀପତି ବୁଝାଇଲେ ।

Congress

ଶେଷରେ ଉଭୟଙ୍କ ମାନଭଞ୍ଜନ ହୋଇଥିଲା । ଦାଶରଥି ଗମାଙ୍ଗଙ୍କ ମାନ ଭଞ୍ଜନ କରିଥିଲେ ସି. ଏସ୍. ରାଜନ ଏକ୍କା। ପ୍ରଶ୍ନକାଳ ସରିବା ପରେ ଦାଶରଥିଙ୍କ ପାଖକୁ ଯାଇ କରମର୍ଦ୍ଦନ କରିବା ସହ ବୁଝାଇଥିଲେ । ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ତାରା ବାହିନୀପତି। କହିଛନ୍ତି, ଦଳରେ ଆଉ ଶୃଙ୍ଖଳା ନାହିଁ ।

ସିନିୟର ବିଧାୟକମାନେ ଏଭଳି ହେଉଛନ୍ତି । ଏଥିରେ ମର୍ମାହତ ହୋଇ ସେ ଆଉ ଅଂଶ ଗ୍ରହଣ ନକରି ଚାଲି ଆସିଛନ୍ତି । ସେପଟେ ରାଜନ ଏକ୍କା ପ୍ରତିକ୍ରିୟା ରଖି କହିଛନ୍ତି ସେମିତି କିଛି ବିବାଦ ନାହିଁ। ଗୋଟିଏ ପ୍ରସଙ୍ଗରେ ତାଙ୍କ ଭିତରେ ଆଲୋଚନା ହେଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+